Skip to main content

Posts

Showing posts from January, 2020

ଲବଣକର ଓ ଦରିଦ୍ର ପ୍ରଜା

ଭାରତରେ ଲଵଣକର ଵିରୋଧୀ ଆନ୍ଦୋଳନର ଶଙ୍ଖନାଦ ପ୍ରଥମେ ଓଡ଼ିଶା ମାଟିରେ ହୋଇଥିଲା । କଟକ ମ୍ଯୁନିସିପାଲିଟି ପଡି଼ଆରେ ଏହି ଲଵଣକର ଓ ତତ୍କାଳୀନ ବଙ୍ଗଳା ପ୍ରଦେଶରୁ ନିମକମାହଲ ଉଠିଯାଇ ମାନ୍ଦ୍ରାଜ ପ୍ର...

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସ...

କହ୍ନେଇ ଆସିଛି ପୁରୀ

ବଉଳଲୋ ବୁଲିଯିବା ପୁରୀ ସହର ପୁରୀରେ କହ୍ନେଇ ପରା ତୋଳିଛି ଘର । ବଉଳଲୋ..... ଯମୁନା କରିଛି ସିଏ ମହୋଦଧିକୁ କଦମ୍ବ କରିଛି ସିଏ କଳ୍ପ ବଟକୁ କୁଞ୍ଜବନ କରିଛି ସେ ଶିରିମନ୍ଦିର କହ୍ନେଇରୁ ଜଗନ୍ନାଥ ଅବତାର ବୁଝିକି ପାରିବ କିଏ ମାୟାକୁ ତା’ର । ବଉଳଲୋ..... ଲକ୍ଷ୍ମୀ ସାଆନ୍ତାଣୀ ନିଜେ ରାଧିକାରାଣୀ ମନଜାଣି ବାଢୁଛନ୍ତି ଟଙ୍କ ତୋରାଣୀ ଛପନ ଭୋଗୀ ସେ ଖାଏ ଛପନ ଭୋଗ ଷାଠିଏ ପଉଟି ତାର ରନ୍ଧାଟି ଆଗ ଯେତେ ପଣ୍ଡା ପଢିହାରୀ ସତେ ଅବା ଗୋପ ନାରୀ ବଳରାମ ଭାଇ ସାଥେ ଅଛନ୍ତି ତା’ର । ବଉଳଲୋ.... ©ଵିଜୟଲକ୍ଷ୍ମୀ ମହାନ୍ତି ଶିକ୍ଷୟିତ୍ରୀ, ରାଘବପୁର ଉ.ପ୍ରା. ସ୍କୁଲ ସାଲେପୁର, କଟକ

ବିଷୁବର ଆହ୍ଵାନ

ଇଂରାଜି କବି ଟି.ଏସ୍.ଏଲିୟଟ ତାଙ୍କର ଗୋଟିଏ କବିତା ଅଛି ଯାହାର ନାମକୁ ଆମେ ପୋଡାମାଟି ବୋଲି ଅନୁବାଦ କରିପାରିବା । ସେହି କବିତାରେ ସେଲେଖିଛନ୍ତି ଯେ ଏପ୍ରିଲ ମାସ ନିର୍ମମ ନିଷ୍ଠୁରର । ଏହି ମାସରେ ବାସ...

ଓଡ଼ିଆ ଭାଷା: ସଙ୍କଟ ଓ ସମ୍ଭାବନା

ପଡ଼ୋଶୀ ଝାଡ଼ଖଣ୍ଡ ପ୍ରଦେଶରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ଆମ ରାଜ୍ୟ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଥମ ରାଜଭାଷା ଭାବରେ ବ୍ୟବହୃତ ହେଉ ନ ଥିବା ବିଡ଼ମ୍ବନାର ବିଷୟ ...