Skip to main content

Posts

ବିତିଯାଉ ଦିନ କରି ଜାତିର ମଙ୍ଗଳ

ହେ ପୁଣ୍ୟ ଦିଵସ ମୋର ଜାତିର ଶୃଙ୍ଖଳ ଛିନ୍ନ ହେଲା ଯେଉଁ ଦିନ ମହା ଶୁଭଙ୍କର ନଵ ସୂର୍ଯ୍ୟୋଦୟେ ତବ । ସ୍ମୃତି ସେ ଦିନର କେମନ୍ତେ ଭୁଲିବି କହ ଜନ୍ମ ଜନ୍ମାନ୍ତର ନିବିଡ଼ ତିମିର ତଳେ ଶତ ନିସ୍ ପେଷଣେ କେମନ୍...

ଭାଇକଳି(ଵ୍ଯାସକଵି)

ଉତ୍କଳେ ଜନମ ଉତ୍କଳେ ମରଣ; ଉତ୍କଳ ଅନ୍ନରେ ଜୀଵନଧାରଣ । ପରାପର ଭାଵ ପୋଷିବୁଁ କିପାଁଇ, ମାତା ସମ୍ଵନ୍ଧରେ ସର୍ଵେ ଭାଇ ଭାଇ । ଭିନ୍ନାଭିନ୍ନ ଭାବ ବହିବାର ଜନ- ମୋ କ୍ଷୁଦ୍ରବୁଦ୍ଧିରେ ସେ ତ ଅକିଞ୍ଚନ । କର ଯ...

ଉଦବୋଧନୀ(ସ୍ଵଭାଵକଵି)

ନିଜ ଘରେ ବସି ନିର୍ଵାସନ ଦୁଃଖ ଆମ୍ଭ କି ଲଲାଟ ଲିଖନ, ମାତୃଭାଷା ମନା ଭାଇସଙ୍ଗ ବିନା ଵିକଳ ହେଉଛି ଜୀଵନ । ପଦ । ଗୁହାରିଲେ ଦୁଃଖ ନୃପତି ଆଗରେ, ତଡି଼ ଦେଉଛନ୍ତି ଛାମୁରୁ ରାଗରେ; ନୁହେଁ ତାଙ୍କ ଦୋଷ,ବୁଝନ୍ତ...

ଆସ ଜୀବନ ଧନ ମୋର ପଖାଳ କଂସା

                      ଆସ ଜୀବନ ଧନ, ମୋର ପଖାଳ କଂସା, ଆସ ଜୀବନ ଧନ, ମୋର ପଖାଳ କଂସା ଆସ ଜୀବନ ଧନ.. ସଜନୀରେ ତୋ ବିହୁନେ                     ମୋର ବୁଡିଲା ହଂସା  ଆସ ଜୀବନ ଧନ ମୋର ପଖାଳ କଂସା ଆସ ଜୀବନ ଧନ.. ବ...

ଓଡ଼ିଆ ଲୋକଗୀତ ― ୧

ମଦାଦାନୀ ଧାନ ଚାଉଳ ମୁଗ ନଡ଼ିଆ ପଡି଼ ଖରମରା ଘିଅ ଅଦା ଯେ ପଡି଼ଥିବ ଖେଚୁଡ଼ି ଖଣ୍ଡପୁରୀ କ୍ଷୀରି କ୍ଷିରିସା ସାଙ୍ଗେ ଆରିସା ପିଠା ଗହମ କାକରା ଚକୁଳି ଛେନା ମଣ୍ଡା ଗଇଁଠା ଶୀତଳ ମସଲା ନବା ତ ପଡି଼ ପଇଡ଼ ପ...

ଏକ ଚୋରିର ବୃତ୍ତାନ୍ତ(ପଦ୍ମଭୂଷଣ ମନୋଜ ଦାସ)

ବନସ୍ତର ପକ୍ଷୀମାନେ ଏଣିକି ଆଉ ଜନପଦର ବୃକ୍ଷଲତା ଗହଳକୁ କ୍ବଚିତ୍ ଆସୁଥିଲେ । କାରଣ ୧୯୪୩ ମସିହାର ସେହି ବିଳମ୍ବିତ ବସନ୍ତରେ, ଏକାନ୍ତ ବିଷାକ୍ତ ହୋଇ ନଥିଲେ, ଫଳପୁଷ୍ପ ତ ନିଶ୍ଚୟ, ନବୋଦ୍ଦଙ୍କ୨୦୦ମଗତ କ...

ମୁକ୍ତିପଥ(ରବି ସିଂ)

‘ଦୁର୍ନୀତ’ ଏଠି ଜନ ଜୀବନର ହୋଇଛି ଜାଆଁଳା ଭାଇ ଶୋଷଣ କଷଣ ଜାଲି ଜୁଆଚୋରୀ ସବୁରିକୁ ମାନିନେଇ ନିଜେ କେଉଁପରି ମଣିଷ ହୋଇବ ବଡ ଦୁର୍ନୀତି ଖୋର, ସେଥିପାଇଁ ଆଜି ପ୍ରତିଦ୍ୱନ୍ଦିତା ଚାଲିଅଛି ଅବିରଳ । । ସମ...